Other Temple-1


 ପଡିଆରେ ଥିବା ଦେବଦେବୀ

ପଡିଆରେ ଥିବା ଦେବଦେବୀ କଥା ଆଲୋଚନା କଲେ ପ୍ରଥମେ ଆସନ୍ତି କ୍ଷେତ୍ରକାଳୀ ” ।

“ମା  ପଶ୍ଚିମ ଦିଗକୁ ମୁହଁ କରି ଉଭା ହୋଇଛନ୍ତି ,ମାଳିକା କହେ “କ୍ଷେତର ମଧ୍ୟେ ରହିଛି କାଳୀ ପଶ୍ଚିମେ ଦୃଷ୍ଟି ,ଆଣିବ ଭୀଷଣ ହଇଜା ମରିବେ କୋଟି କୋଟି ,, ଅଷ୍ଟସମ୍ଭୁ ଲିଙ୍ଗ ଆକାରରେ ମା ‘ଙ୍କ ଦକ୍ଷିଣରେ ଅଛନ୍ତି ଏବଂ ବାମଦିଗରେ ଉଦ୍ଧବଙ୍କ ମନ୍ଦିର, ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ମନ୍ଦିର ଏବଂ ଏକ ମହା ପୁରୁଷଙ୍କ ଆବିର୍ଭାବ ହୋଇଅଛି । ଅଣାକାର କ୍ଷେତ୍ର ରୂପେ ଏକ ଶିଳାଲେଖା ଏବଂ ରତ୍ଣ ବଟ ରହିଛି ,ସୁରମ୍ୟ ପୁଷ୍କରିଣୀ ପରକୁ ବିଦୁର ଙ୍କ ମନ୍ଦିର ରହିଛି କ୍ଷେତ୍ରରେ ତିନୋଟି ତୋରଣ ରହିଛି । ପ୍ରତ୍ୟକ ତୋରଣରେ ଗରୁଡ ଓ ବୃଷଭର  ପ୍ରତୀକଥିବା ଖୁମ୍ବ ରହିଅଛି ଏବଂ  ଅରୁଣ ସ୍ତମ୍ଭ ରହିଅଛି ।