+91 9853676332
ଓଳକଣା ଧାମ ହେଉଛି ଓଁକାର କ୍ଷେତ୍ର , ଏହି କ୍ଷେତ୍ରରେ ପ୍ରମାଣ ମିଳେ ଏଠାରେ ଯଜ୍ଞ କୁଣ୍ଡ ଓ ଗୁପ୍ତ କଳ୍ପବଟ ଲୁଚି ରହିବା ସହିତ ସାତ ପାତାଳ ଭେଦିଣ ତାର ଧ୍ଵଜା ବା ପତାକା ଉଡୁଅଛି । ନିତ୍ୟ ପ୍ରତ୍ୟହ ଦେବଦେବୀ ଦର୍ଶନ କରୁଛନ୍ତି । ସର୍ବଦା ଓଁକାର କ୍ଷେତ୍ର ଓଳକଣା ଭୁବନ ଝିଲିମିଲି ହୋଇ କମ୍ପମାନ ହେଉଅଛି ,ଅର୍ଥାତ୍ ଦେବଦେବୀଙ୍କ ନିତ୍ୟ ଲୀଳା ଚାଲୁଅଛି । “ନିତ୍ୟରାସ” ନିଶିରେ ଅର୍ଥାତ୍ ରାତିରେ ହେଉଅଛି । କପିଳାସ ହର,କୈଳାସ ଶଙ୍କର ,ଅମରାବତୀର ଦେବଦେବୀ ,ନୀଳାଚଳରୁ ପରଂବ୍ରହ୍ମ ମାନେ ,ଛତିଆ ,ତୁଳସୀ କ୍ଷେତ୍ରର କ୍ଷେତ୍ରାଧୀଶଗଣ ,ସ୍ଵର୍ଗରାଜ୍ୟରୁ ଯୁଧିଷ୍ଠିର ଓ ବିଭୀଷଣ ,ଅଷ୍ଟସଖୀ ,ପରିଚାର ପାରିଷଦଗଣ ଆସି ତ୍ରିକୋଣ ବେଦୀରେ ଥିବା ରତ୍ନମୟୀ,ରତ୍ନବଟ,ରତ୍ନଗର୍ତ୍ତ ବା ଭବନାଭିଚକ୍ର ,ନିତ୍ୟ ଗୋଲକର ଗୁପ୍ତ ବୈଭବ ଏହିଠାରୁ ଦର୍ଶନ କରୁଛନ୍ତି ଓ ରାସ ଶ୍ରବଣ କରୁଛନ୍ତି । ଭକ୍ତ ବିଦୂରଙ୍କ ଓଁକାର ସାଧନାପୀଠ ଓଳକଣା ସିଦ୍ଧି ଲାଭର ମହାତୀର୍ଥ ତଥା ଭଗବାନଙ୍କର ଲୀଳାକ୍ଷେତ୍ର ।
Lorem Ipsum is simply dummy text of the printing and typesetting industry. Lorem Ipsum has been the ...
View Details