ବିଗ୍ରହ ଙ୍କ ନାମ : Ajatra Gopaljew Kandarpur

ବିଗ୍ରହ ଙ୍କ ନୀତି :ଓଳକଣା ଧାମ ହେଉଛି ଓଁକାର କ୍ଷେତ୍ର , ଏହି କ୍ଷେତ୍ରରେ ପ୍ରମାଣ ମିଳେ ଏଠାରେ ଯଜ୍ଞ କୁଣ୍ଡ ଓ ଗୁପ୍ତ କଳ୍ପବଟ ଲୁଚି ରହିବା ସହିତ ସାତ ପାତାଳ ଭେଦିଣ ତାର ଧ୍ଵଜା ବା ପତାକା ଉଡୁଅଛି ।ନିତ୍ୟ ପ୍ରତ୍ୟହ ଦେବଦେବୀ ଦର୍ଶନ କରୁଛନ୍ତି ।
ସର୍ବଦା ଓଁକାର କ୍ଷେତ୍ର ଓଳକଣା ଭୁବନ ଝିଲିମିଲି ହୋଇ କମ୍ପମାନ ହେଉଅଛି ,ଅର୍ଥାତ୍ ଦେବଦେବୀଙ୍କ ନିତ୍ୟ ଲୀଳା ଚାଲୁଅଛି ।“ନିତ୍ୟରାସ” ନିଶିରେ ଅର୍ଥାତ୍ ରାତିରେ ହେଉଅଛି । କପିଳାସ ହର,କୈଳାସ ଶଙ୍କର ,ଅମରାବତୀର
ଦେବଦେବୀ ,ନୀଳାଚଳରୁ ପରଂବ୍ରହ୍ମ ମାନେ ,ଛତିଆ ,ତୁଳସୀ କ୍ଷେତ୍ରର କ୍ଷେତ୍ରାଧୀଶଗଣ ,ସ୍ଵର୍ଗରାଜ୍ୟରୁ ଯୁଧିଷ୍ଠିର ଓ ବିଭୀଷଣ ,ଅଷ୍ଟସଖୀ ,ପରିଚାର ପାରିଷଦଗଣ ଆସି ତ୍ରିକୋଣ ବେଦୀରେ ଥିବା ରତ୍ନମୟୀ,ରତ୍ନବଟ,ରତ୍ନଗର୍ତ୍ତ
ବା ଭବନାଭିଚକ୍ର ,ନିତ୍ୟ ଗୋଲକର ଗୁପ୍ତ ବୈଭବ ଏହିଠାରୁ ଦର୍ଶନ କରୁଛନ୍ତି ଓ ରାସ ଶ୍ରବଣ କରୁଛନ୍ତି । ଭକ୍ତ ବିଦୂରଙ୍କ ଓଁକାର ସାଧନାପୀଠ ଓଳକଣା ସିଦ୍ଧି ଲାଭର ମହାତୀର୍ଥ ତଥା ଭଗବାନଙ୍କର ଲୀଳାକ୍ଷେତ୍ର ।

  • ମେଳଣ ପଡିଆ କୁ ପ୍ରବେଶ କରିଆବର ଦିଗ :ପଶ୍ଚିମ
  • ମେଳଣ ପଡିଆ କୁ ପ୍ରଥମେ ପ୍ରବେଶ କରିବାର ଅଧିକାର :ନାହିଁ
  • ମେଳଣ କୁ ଆସିବା ସମୟରେ ସଯସଯ ସହିତ ଆସନ୍ତି କି ନାହିଁ :ନାହିଁ
  • ମେଳଣ ପଡିଆ କୁ ପ୍ରବେଶ ସମୟ ରେ ଆଗରେ ଥିବା ବିଗ୍ରହ ଙ୍କ ର ନାମ :ଯୋଗୀ ମହାନ୍ତ ନୋଲସାହି
  • ମେଳଣ ପଡିଆ କୁ ପ୍ରବେଶ ସମୟ ରେ ପଛରେ ଥିବା ବିଗ୍ରହ ଙ୍କ ର ନାମ :ଯୋଗୀ ମହାନ୍ତ ନୋଲସାହି
  • ପଟୁଆର ସମୟ ରେ ବାମ ବିଗ୍ରହ ଙ୍କ ନାମ :ଖମାର ଗୋପାଳ ଜିୟୁ
  • ପଟୁଆର ସମୟ ରେ ଡାହାଣ ବିଗ୍ରହ ଙ୍କ ନାମ :Jogi Mahanta Gopaljew
  • ମେଳଣ ପଡିଆରେ ଆସନ ଗ୍ରହଣ ସମୟରେ ବାମ ବିଗ୍ରହ ଙ୍କର ନାମ :ଖମାର ଗୋପାଳ ଜିୟୁ
  • ମେଳଣ ପଡିଆରେ ଆସନ ଗ୍ରହଣ ସମୟରେ ଡାହାଣ ବିଗ୍ରହ ଙ୍କର ନାମ :ଯୋଗୀ ମହାନ୍ତ ନୋଲସାହି
  • ବିଗ୍ରହ ଙ୍କ ସେବାକାରୀ ଙ୍କ ନାମ -୧ :Ghanshyam Nayak
  • ବିଗ୍ରହ ଙ୍କ ସେବାକାରୀ ଙ୍କ ନାମ -୨ :Bibhuprasad Nayak
ବିଗ୍ରହ ଙ୍କ ସେବାକାରୀ ଙ୍କ ଠିକଣା :
ଗ୍ରାମ :Kandarpur
ପୋ :Benipur
ଭୟ| :Charinangal
ଜ଼ିଲ୍ଲା :Kendrapara
ମୋବାଇଲ ନମ୍ବର -୧ :9853676332
ମୋବାଇଲ ନମ୍ବର -୨ :
ରାଜ୍ୟ :Odisha

ବିଗ୍ରହଙ୍କ ସଂକ୍ଷିପ୍ତ ଇତିହାସ :ଓଳକଣା ଧାମ ହେଉଛି ଓଁକାର କ୍ଷେତ୍ର



Back To Dola